ରେଡ୍ କାର୍ପେଟ୍ରେ ଦୀପିକାଙ୍କ ଦେଶୀ ଲୁକ୍
ମୁମ୍ୱାଇ : BAFTA୨୦୨୪ ଆୱାର୍ଡ ଲଣ୍ଡନରେ ଆୟୋଜିତ ହୋଇଛି । ଏହି ପୁରସ୍କାର ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ବଲିଉଡର ସୁନ୍ଦରୀ ଦୀପିକା ପାଦୁକୋନ ଉପସ୍ଥାପିକା ଭାବରେ ଏହି ଶୋ’ରେ ଭାଗ ନେଇଥିଲେ । ଦୀପିକା ପାଦୁକୋନ୍ ତାଙ୍କ ଇନଷ୍ଟାଗ୍ରାମରେ BAFTA ଲୁକର କିଛି ଫଟୋ ସେୟାର କରିଥିଲେ । ଦୀପିକା ଏହି ଫଟୋ ଗୁଡ଼ିକରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏଥର ମଧ୍ୟ ଅଭିନେତ୍ରୀ ରେଡ କାର୍ପେଟ ପାଇଁ ତାଙ୍କ ଦେଶୀ ଲୁକକୁ …