Baba Vanga, The Balkan Nostradamus, baba venga predictions, bulgarian seer, predictions, odia blog, rising odisha

୨୦୨୨ରେ ବାବା ଭାଙ୍ଗାଙ୍କ ଦୁଇଟି ଭବିଷ୍ୟତବାଣୀ ସତ ହେଲାଣି

ବାବା ଭାଙ୍ଗା । ବାଲକାନର ନାସ୍ତ୍ରେଦମସ ଭାବେ ପରିଚିତ । ବିଂଶ ଶତାବ୍ଦିର ଏହି ପ୍ରଶିଦ୍ଧ ଭବିଷ୍ୟତବକ୍ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସିଛି । ଫ୍ରାନ୍ସର ନାସ୍ତ୍ରେଦମ୍ସ ଶୋଡ଼ଷ ଶତାବ୍ଦିରେ ପ୍ରଥମ ବିଶ୍ୱଯୁଦ୍ଧଠାରୁ ପରମାଣୁ ଯୁଦ୍ଧ ପରି ଘଟଣାର ସଠିକ ଭବିଷ୍ୟତବାଣୀ କରିପାରିଥିଲେ । ତାଙ୍କ ଜନ୍ମର ୫ଶହ ବର୍ଷ ପରେ ଜନ୍ମିତ ବାବା ଭାଙ୍ଗା ମଧ୍ୟ ସେହିଭଳି ଭବିଷ୍ୟତବାଣୀ କରି ଚର୍ଚ୍ଚିତ । ୧୯୧୧ ମସିହାରେ ଜନ୍ମିତ ବାବା ଭାଙ୍ଗା ଯେଉଁ ସବୁ ଭବିଷ୍ୟତବାଣୀ …

୨୦୨୨ରେ ବାବା ଭାଙ୍ଗାଙ୍କ ଦୁଇଟି ଭବିଷ୍ୟତବାଣୀ ସତ ହେଲାଣି Read More »