କାନ୍‌ଭାସ୍ କହୁଛି ସାମ୍ୟବାଦ କଥା

ତାଙ୍କ ହାତରେ ତୂଳୀ ପଡ଼ିଲେ ସେ ଆଙ୍କି ଚାଲନ୍ତି ସାମ୍ୟବାଦର ଚିତ୍ର । ତାଙ୍କ କାନ୍‌ଭାସ୍ ସବୁବେଳେ ସାମ୍ୟବାଦର କଥା କହେ । କେତେବେଳେ ଦଳିତ, ନିଷ୍ପେସିତଙ୍କ କଥାକୁ ରଙ୍ଗତୂଳୀରେ ତୋଳନ୍ତି ତ ଆଉ କେତେବେଳେ ମଣିଷର ମନକଥାକୁ କାନ୍‌ଭାସରେ ପ୍ରସ୍ଫୁଟିତ କରନ୍ତି । କିନ୍ତୁ ତାଙ୍କର ଏହି କାନ୍‌ଭାସ ଓ ରଙ୍ଗ ତୂଳୀର ଯାତ୍ରା ଆଜିକାଲିର ନୁହେଁ । ଦୀର୍ଘ ୩୦ ବର୍ଷ ହେଲା କାନ୍‌ଭାସ୍‌ରେ ସମାଜବାଦ ଚିନ୍ତାଧାରାର ଦୃଶ୍ୟପଟ୍ଟକୁ ଅତି ସୁନ୍ଦରଭାବେ ଆଙ୍କିଛନ୍ତି । …

କାନ୍‌ଭାସ୍ କହୁଛି ସାମ୍ୟବାଦ କଥା Read More »