ମାଇକ୍ ଲଗାଇ ସାମ୍ବାଦିକଙ୍କୁ ଗାଳି ଦେବାକୁ ଏସ୍‌ଡିଏମ୍‌ଙ୍କୁ ଅନୁରୋଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ପ୍ରତାପଗଡ଼ର ଜଣେ ବ୍ୟକ୍ତି ମାଇକ୍ ଲଗାଇ ଖବରକାଗଜ କର୍ମଚାରୀଙ୍କୁ ଦୁଇ ଘଣ୍ଟା ଧରି ଗାଳି ଦେବା ପାଇଁ ଏସ୍‌ଡିଏମ୍‌ଙ୍କୁ କରିଛନ୍ତି ଅନୁରୋଧ । ଏକ ଖବରକାଗଜରେ ପ୍ରକାଶିତ ଆର୍ଟିକିଲ୍‌ରେ ଜମି ଜବରଦଖଲରେ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ବ୍ୟକ୍ତି ଜଣକ ଏସ୍‌ଡିଏମ୍‌ଙ୍କୁ ଏପରି ଅନୁରୋଧ କରିଛନ୍ତି । ବ୍ୟୁରୋ ମୁଖ୍ୟ ଏବଂ ଖବରଦାତାଙ୍କୁ ଦୁର୍ବ୍ୟବହାର କରିବାକୁ କରିଛନ୍ତି ଅନୁରୋଧ ପ୍ରତୀକ ସିହ୍ନା …

ମାଇକ୍ ଲଗାଇ ସାମ୍ବାଦିକଙ୍କୁ ଗାଳି ଦେବାକୁ ଏସ୍‌ଡିଏମ୍‌ଙ୍କୁ ଅନୁରୋଧ Read More »