arvind kejriwal delhi cm

୨ରେ ତିହାର ଜେଲ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ମଦନୀତି ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଜେଲ ଯିବେ । ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁଯାୟୀ ୨ ଜୁନ୍ ୨୦୨୪ରେ ତାଙ୍କୁ ତିହାର ଜେଲ୍ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବାକୁ ପଡ଼ିବ । ଏହାପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜନସାଧାରଣଙ୍କୁ ଭେଟିଥିଲେ । ସେ କହିଛନ୍ତି ଯେ ଦେଶକୁ ଏକଛତ୍ରବାଦରୁ ରକ୍ଷା କରିବା ପାଇଁ ମୁଁ ଜେଲ ଯାଉଛି । ଏଥିପାଇଁ ମୁଁ ଗର୍ବିତ । ମୁଁ …

୨ରେ ତିହାର ଜେଲ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ୍‌ Read More »

 କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । କେଜ୍‌ରିୱାଲଙ୍କୁ ଗିରଫ କରିବା ପାଇଁ ଦୁଇ ବର୍ଷ କାହିଁକି ଲାଗିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାର ଅନୁସନ୍ଧାନରେ ଇଡି ନେଇଥିବା ସମୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ୧୦୦ କୋଟି ଟଙ୍କା ଅପରାଧର ଆୟ ସୁପ୍ରିମକୋର୍ଟ …

 କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ Read More »

 ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କାହିଁକି ଗିରଫ କରାଗଲା ବୋଲି ସୁପ୍ରିମକୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି । ଆସନ୍ତା ଶୁକ୍ରବାର ଇଡି ଏହାର ଜବାବ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି । ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର ତଦନ୍ତ ମାମଲାରେ କେଜରିୱାଲଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) …

 ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ କାହିଁକି ଗିରଫ କଲ କହିଲେ ସୁପ୍ରିମକୋର୍ଟ Read More »

ଏଥର ନିର୍ବାଚନରେ ଆପ୍‌ର ନେତୃତ୍ୱ ନେବେ ସୁନୀତା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍‌ଙ୍କ ପତ୍ନୀ ସୁନୀତାଙ୍କୁ ଆମ୍ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଦିଆଯାଇଛି ବଡ଼ ଦାୟିତ୍ୱ । ଗତ ମାସରେ ଇଣ୍ଡିଆ ବ୍ଲକ୍ ରାଲିରେ ଆଖିଦୃଶିଆ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏମିତି କି ରାଜନୈତିକ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିଥିଲେ ସୁନୀତା କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍ ଜେଲରେ ଥିବାରୁ ଏବେ ସେ ଦିଲ୍ଲୀ ତଥା ଅନ୍ୟାନ୍ୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର …

ଏଥର ନିର୍ବାଚନରେ ଆପ୍‌ର ନେତୃତ୍ୱ ନେବେ ସୁନୀତା Read More »

ଜେଲରେ କେଜ୍ରିୱାଲଙ୍କୁ ଦିଆଯାଉଛି ନିର୍ଯାତନା: ସଞ୍ଜୟ ସିଂ

ନୂଆଦିଲ୍ଲୀ: ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଉଛି ନିର୍ଯାତନା । ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଏଏପିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ । ଶନିବାର ସକାଳେ ଏକ ଖବରଦାତା ସମ୍ମିଳନୀ କରି ଅନେକ ଗୁରୁତର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେଲ ଭିତରେ ନିର୍ଯାତନା ଦିଆଯାଉଛି । ସେମାନଙ୍କ ମନୋବଳ ଭାଙ୍ଗିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ନିୟମ ଅନୁଯାୟୀ ଏବଂ …

ଜେଲରେ କେଜ୍ରିୱାଲଙ୍କୁ ଦିଆଯାଉଛି ନିର୍ଯାତନା: ସଞ୍ଜୟ ସିଂ Read More »

ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ । ଚ୍ୟାଲେଞ୍ଜର ଗୋଟିଏ ଦିନ ପରେ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରି କେଜ୍ରିୱାଲଙ୍କୁ ଏକ ବଡ଼ ଧରଣର ଝଟ୍‌କା ଦେଇଛନ୍ତି । ହାଇକୋର୍ଟରୁ ଝଟ୍‌କା ପାଇବା ପରେ କେଜ୍ରିୱାଲ୍ ଏବେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେଜ୍ରିୱାଲଙ୍କ …

ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ୍‌ Read More »

 କେଜ୍ରିୱାଲଙ୍କ ଗିରଫଦାରି ବୈଧ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଅର୍ଥାତ୍ ଏବେ କେଜ୍ରିୱାଲଙ୍କୁ ଜେଲରେ ରହିବାକୁ ପଡ଼ିବ । ହାଇକୋର୍ଟ ଇଡିର ଗିରଫଦାରୀକୁ ବୈଧ ବୋଲି କହିଛନ୍ତି । ଇଡି କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଥିବା କହିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନ ର ଶୁଣାଣି କରି ଜଷ୍ଟିସ୍ ସ୍ୱର୍ଣ୍ଣା …

 କେଜ୍ରିୱାଲଙ୍କ ଗିରଫଦାରି ବୈଧ ବୋଲି କହିଲେ ଦିଲ୍ଲୀ ହାଇକୋର୍ଟ Read More »

 କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସାମୁହିକ ଉପବାସ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଦିନକୁ ଦିନ ଆନ୍ଦୋଳନକୁ ଜୋରଦାର ହେଉଛି । କେବଳ ଦେଶରେ ନୁହେଁ ଏବେ ବିଦେଶରେ ବି ଆନ୍ଦୋଳନ ଜୋର କରିଛନ୍ତି କର୍ମୀମାନେ । ତେବେ ରବିବାର ପୂର୍ବାହ୍ନ ୧୦ଟାରୁ କର୍ମୀମାନେ ସାମୁହିକ ଉପବାସ ଆରମ୍ଭ କରିଛନ୍ତି । ଜନ୍ତର ମନ୍ତର ଏବଂ ସହିଦ ଭଗତ ସିଂଙ୍କ ଗାଁ ପଞ୍ଜାବର ଖଟଖଡକାଲାଂରୁ ଆରମ୍ଭ ହୋଇଛି ଏହି ସାମୁହିକ ଉପବାସ । ଏଥିରେ ବିଧାୟକ, ମନ୍ତ୍ରୀ, ସାଂସଦ, କାଉନସିଲର ଏବଂ ଅଧିକାରୀମାନେ …

 କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସାମୁହିକ ଉପବାସ Read More »

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଆଶ୍ୱସ୍ତି । ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତିହାର ଜେଲରେ ବନ୍ଦୀ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିଲା ଆବେଦନ । ଏହି ଆବେଦନର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦରେ …

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଖାରଜ Read More »

ଜେଲରୁ ମୁକୁଳି ପାରନ୍ତି କେଜ୍ରିୱାଲ !

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଆପ୍ ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୬ ମାସ ପରେ ସଞ୍ଜୟ ଜେଲରୁ ବାହାରିଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ମଧ୍ୟ ମୁକୁଳିବେ କି ନାହିଁ ପ୍ରଶ୍ନ ଉଠିଛି । ଯାହା ଉପରେ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇପାରନ୍ତି । ଦିଲ୍ଲୀ ଲିକର ପଲିସି ମାମଲାରେ ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) …

ଜେଲରୁ ମୁକୁଳି ପାରନ୍ତି କେଜ୍ରିୱାଲ ! Read More »

RSS
Follow by Email
Scroll to Top
Close Bitnami banner
Bitnami