ଗୋଟିଏ ସେକେଣ୍ଡରେ ନୂଆଦିଲ୍ଲୀରୁ ନ୍ୟୁୟର୍କ, କ’ଣ ସେହି ଟେକନିକ୍ ଯେଉଁଥିପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିଲା ନୋବେଲ
ମଙ୍ଗଳବାର ଦିନ ପଦାର୍ଥ ବିଜ୍ଞାନ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଦିଆଯିବ ବୋଲି ଘୋଷଣା ହୋଇଛି । ଏହି ତିନି ବୈଜ୍ଞାନିକଙ୍କ ନାମ ହେଉଛି ଏଲେନ୍ ଆସପେକ୍ଟ,ଜନ୍ ଏଫ୍ କ୍ଲାଂସର ଓ ଏଣ୍ଟନ ଜେଲିଙ୍ଗର । ସେମାନଙ୍କୁ ଏହି ସମ୍ମାନ କ୍ୱାଣ୍ଟମ ଇନଫର୍ମେସନ୍ ସାଇନ୍ସ ଓ ଫୋଟେନ୍ସ ଉପରେ ଗବେଷଣା ଲାଗି ମିଳିଛି । ଏଲେନ୍ ଫ୍ରାନ୍ସ ନାଗରିକ ହୋଇଥିବା ବେଳେ କ୍ଲାଂସର ଆମେରିକୀୟ ନାଗରିକ ଓ ଜେଲିଙ୍ଗର ଅଷ୍ଟ୍ରିୟାରୁ ଆସନ୍ତି । ତିନି …