china cyber attack, indian media company, indian police, UIDAI, Aadhar card, malware, cyber attack, india china faceoff, rising odisha

ଭାରତୀୟ ମିଡିଆ କମ୍ପାନୀ ଓ ପୋଲିସ ଉପରେ ସାଇବର ଆଟାକ୍ କରୁଛି ଚୀନ୍

ଭାରତର ମିଡିଆ କମ୍ପାନୀ ଓ ପୋଲିସ ଉପରେ ଚୀନ ସାଇବର ଆଟାକ କରୁଛି ବୋଲି ଆମେରିକାର ଏକ ସାଇବର ସୁରକ୍ଷା କମ୍ପାନୀ ଦାବି କରିଛି । ଏହି ଆମେରିକୀୟ କମ୍ପାନୀ ବୁଧବାର ଦିନ ଦାବି କରିଛି ଯେ, ଚୀନ ସରକାର ସମର୍ଥିତ ସାଇବର ସେଲ ଭାରତର ଏକ ମିଡିଆ କମ୍ପାନୀ ଓ ପୋଲିସ ବିଭାଗ ସମେତ ଆଧାର ଡାଟା ବେସ୍ ଉପରେ ସାଇବର ହାମଲା କରିଥିଲେ । ମାସାଚ୍ୟୁସେଟ୍ ସ୍ଥିତ ରିକର୍ଡେଚ୍ ଫ୍ୟୁଚରର ଇନସିକ୍ଟ ଗ୍ରୁପ୍ ହାକିଂ …

ଭାରତୀୟ ମିଡିଆ କମ୍ପାନୀ ଓ ପୋଲିସ ଉପରେ ସାଇବର ଆଟାକ୍ କରୁଛି ଚୀନ୍ Read More »