ମାଟ୍ରିକ ପରୀକ୍ଷା ଉପରେ ନଜର ରଖିବ ଏଆଇ
କଟକ: ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ପରିଚାଳନାରେ ବ୍ୟବହାର ହେବ ଆର୍ଟିଫିସିଆଲ ଇଣ୍ଟେଲେଜେନ୍ସ ବା ଏଆଇ । ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଉପରେ ଏଆଇ ମାଧ୍ୟମରେ ନଜର ରଖିବ ମାଧ୍ୟମିକ ଶିକ୍ଷା ପରିଷଦ । ଖାସ୍କରି କପି ରୋକିବ ଏଆଇ । କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଏହାର ନିୟନ୍ତ୍ରଣ ବ୍ୟବସ୍ଥା ରହିବ । ସାଟେଲାଇଟ୍ ମାଧ୍ୟମରେ ବୋର୍ଡ କାର୍ଯ୍ୟାଳୟରୁ କେଉଁ ପରୀକ୍ଷା କେନ୍ଦ୍ରରେ କିଭଳି ପରୀକ୍ଷା ଚାଲିଛି, ତାହା …