ଏଆଇ କ୍ୟାମେରା ଜଗିବ ବିଏସ୍ଏବିଟି ସର୍ଭିସ୍ରୋଡ
ଭୁବନେଶ୍ୱର : ରାସ୍ତାରେ ବେଆଇନ ପାର୍କିଂ ରୋକିବା ଓ ଯାନବାହନ ଚଳାଚଳକୁ ସହଜ କରିବା ପାଇଁ ବିଡ଼ିଏ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏଣିକି ଏଆଇ କ୍ୟାମେରା ଜଗିବ ‘ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି) । କେବଳ ସେତିକି ନୁହେଁ,ବିଏସଏବିଟି ସନ୍ନିକଟ ଏନ୍ଏଚ୍-୧୬ ସର୍ଭିସ୍ ରୋଡ୍ରେ ଖଣ୍ଡଗିରିରୁ ଫାୟାର ଷ୍ଟେସନ ପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତା(ଏଆଇ) ଯୁକ୍ତ କ୍ୟାମେରା ଲଗାଯିବ । ବସ୍ଗୁଡ଼ିକର ଯାତାୟାତକୁ ସହଜ ଓ ରାସ୍ତାରେ ବେଆଇନ ପାର୍କିଂ …