agnipath, indian army recruitment, agniveer, modi govt, odia blog, rising odisha

ସେନାର ନୂଆ ନିଯୁକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ପାଇଁ ହେବାକୁ ଯାଉଛି ‘ଅଗ୍ନିପଥ’ !

ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସେନାର ତିନି ଅଙ୍ଗ ପାଇଁ ଅଗ୍ନିପଥ ଯୋଜନାର ଘୋଷଣା ହୋଇଥିଲା । ଏହି ଯୋଜନା ଅନ୍ତର୍ଗତରେ ସେନାରେ ୪ ବର୍ଷ ପାଇଁ ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ଅଛି । ୪ ବର୍ଷ ପାଇଁ ସେନାରେ ଯୋଗ ଦେବାକୁ ଥିବା ଏହି ସୈନିକଙ୍କୁ ‘ଅଗ୍ନିବୀର’ବୋଲି କୁହାଯିବ । ତେବେ ଏହି ଯୋଜନାକୁ ଏବେ ଦେଶରେ ଜୋରଦାର ବିରୋଧ ଆରମ୍ଭ ହୋଇଗଲାଣି । ଉଣା ଅଧିକେ ଦେଶର ସବୁ ରାଜ୍ୟରେ …

ସେନାର ନୂଆ ନିଯୁକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ପାଇଁ ହେବାକୁ ଯାଉଛି ‘ଅଗ୍ନିପଥ’ ! Read More »