ରାମମନ୍ଦିର ତିଆରି ନ ହେଲେ କରିବେନି ବିବାହ ବୋଲି ନେଇଥିଲେ ଶପଥ
ଜୟପୁର : ଗତ ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଅଯୋଧ୍ୟା ରାମମନ୍ଦିର ନିର୍ମାଣ ହେବାପରେ ଅନେକ ଭକ୍ତଙ୍କ ଇଚ୍ଛା, ବିଶ୍ୱାସ ଓ ପ୍ରତିଜ୍ଞା ପୂରଣ ହୋଇଛି । ରାଜସ୍ଥାନରେ ରହୁଥିବା ଜଣେ ଯୁବକଙ୍କ ୩୩ ବର୍ଷ ପରେ ପୂରଣ ହୋଇଛି ଶପଥ । ଅଯୋଧ୍ୟାରେ ଯଦି ରାମମନ୍ଦିର ନ ହେବ ତେବେ ସେ ବିବାହ କରିବେ ନାହିଁ ନେଇଥିଲେ ଶପଥ । ଏବେ ଏହି ବ୍ୟକ୍ତିଙ୍କ ସଂକଳ୍ପ ପୂରା …
ରାମମନ୍ଦିର ତିଆରି ନ ହେଲେ କରିବେନି ବିବାହ ବୋଲି ନେଇଥିଲେ ଶପଥ Read More »