ଝିଅ ଇଶାର ଛାଡ଼ପତ୍ରକୁ ନେଇ ଦୁଃଖୀ ଅଛନ୍ତି ଧର୍ମେନ୍ଦ୍ର

ମୁମ୍ବାଇ: ଝିଅର ଛାଡ଼ପତ୍ରକୁ ନେଇ ଦୁଃଖୀ ହୋଇପଡ଼ିଛନ୍ତି ବଲିଉଡ଼ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ର । କେବଳ ଧର୍ମେନ୍ଦ୍ର ନୁହଁନ୍ତି ଅଭିନେତ୍ରୀ ହେମା ମାଳିିନୀ ମଧ୍ୟ ଝିଅର ଏପରି ଛାଡ଼ପତ୍ରକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ନିଜ ସମ୍ପର୍କକୁ ଆଉ ଥରେ ବଜାୟ ରଖିବା ପାଇଁ ଇଶା ଓ ଭରତ ଆଉଥରେ ଭାବିବା ଉଚିତ୍ ବୋଲି ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି । ପୁନର୍ବାର ଚିନ୍ତା କରିବା ଆବଶ୍ୟକ ବୋଲି ଦେଲେ ପରାମର୍ଶ ବଲିଉଡ ଅଭିନେତା ଧର୍ମେନ୍ଦ୍ର ଓ ହେମା …

ଝିଅ ଇଶାର ଛାଡ଼ପତ୍ରକୁ ନେଇ ଦୁଃଖୀ ଅଛନ୍ତି ଧର୍ମେନ୍ଦ୍ର Read More »