ଐଶ୍ୱର୍ଯ୍ୟା ନୁହେଁ, ଜିନତ୍ ଅମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକ ସୁଖମୟ ଦାମ୍ପତ୍ୟ ଜୀବନ ବିତାଉଛନ୍ତି । ବିବାହ ପରେ ଉଭୟ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି । ବିବାହ ପୂର୍ବରୁ ଦୁହିଁଙ୍କ ଜୀବନର ରାସ୍ତା ଅଲଗା ଥିଲା । ଐଶ୍ୱର୍ଯ୍ୟା ସଲମାନଙ୍କୁ ଡେଟ୍ କରୁଥିଲେ । ହେଲେ ଶେଷରେ ଅଚାନକ ଦୁହିଁଙ୍କ ବିବାହ ସ୍ଥିର ହେଲା ଓ ବିବାହ ବି କରିଲେ । କିନ୍ତୁ ଆପଣ ଜାଣନ୍ତି କି, ବିବାହର ପୂର୍ବରୁ ଅଭିଷେକ …
ଐଶ୍ୱର୍ଯ୍ୟା ନୁହେଁ, ଜିନତ୍ ଅମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ Read More »