Pakistan nuclear bomb, pakistan against India, pakistan missiles, babur missile, India vs pakistan, rising odisha

ଭାରତ ବିରୋଧରେ ବ୍ୟବହାର ପାଇଁ ୨ ଶହ ପରମାଣୁ ବୋମା ରଖିଛି ପାକିସ୍ତାନ

ତାଲିବାନ ସହିତ ମିଶି ଭାରତର ଧ୍ୱଂସ ପାଇଁ ସ୍ୱପ୍ନ ଦେଖୁଥିବା ପାକିସ୍ତାନ ଏବେ ନିଜ ପରମାଣୁ ଅସ୍ତ୍ର ଷ୍ଟକକୁ ବଢାଇବାରେ ଲାଗିଛି । ବୁଲେଟିନ୍ ଅଫ୍ ଅଟୋମିକ୍ ସାଇଣ୍ଟିଷ୍ଟର ତାଜା ରିପୋର୍ଟ ଅନୁସାରେ ପାକିସ୍ତାନ ଯେଉଁ ଗତିରେ ଏବେ ପରମାଣୁ ବୋମା ତିଆରି କରୁଛି, ଯଦି ତାହା ଜାରି ରଖେ ତେବେ ୨୦୨୫ ସୁଧା ତା’ ପାଖରେ ୨ଶହ ୱାରହେଡ୍ ଜମା ହୋଇଯିବ । ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ଶତ୍ରୁ ପାକିସ୍ତାନ ପାଖରେ ୧୬୫ ପରମାଣୁ …

ଭାରତ ବିରୋଧରେ ବ୍ୟବହାର ପାଇଁ ୨ ଶହ ପରମାଣୁ ବୋମା ରଖିଛି ପାକିସ୍ତାନ Read More »