ପୁଣି ମିଳିଲା ବାବା ରାମ ରହିମଙ୍କୁ ୫୦ଦିନର ପାରୋଲ
ନୂଆଦିଲ୍ଲୀ : ଜେଲରେ କମ୍, ପାରୋଲରେଅଧିକ । ପୁଣି ମିଳିଛି ଦୁଷ୍କର୍ମକାରୀ ବାବା ରାମ ରହିମଙ୍କୁ ୫୦ ଦିନର ପାରୋଲ । ଦୁଇ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମକୁ ପୁଣି ମିଳିଛି ପାରୋଲ । ଗତ ୨୯ ଦିନ ପୂର୍ବରୁ ବାବା ରାମ ରହିମ ପାରୋଲ କାଟି ଜେଲକୁ ଫେରିଥିଲେ । ହେଲେ ଏବେ ପୁଣି …