୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଆଜି ବାଜିବ ୫ ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯିବ । ନିର୍ବାଚନ ତାରିଖ, ମତଦାନ ପର୍ଯ୍ୟାୟ ଓ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାରର ତାରିଖ ଆଦି ଘୋଷଣା କରିବା ନିମନ୍ତେ ନିର୍ବାଚନ ଆୟୋଗ ଆଜି ଦିନ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକିଛନ୍ତି । ନଭେମ୍ବରର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ତାରିଖ …

୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବ ନିର୍ବାଚନ କମିସନ Read More »