ସାମନ୍ଥାଙ୍କ ବିବାହ ବିଛେଦ ପାଇଁ କେଉଁ ସୁପରଷ୍ଟାରଙ୍କୁ ଦାୟୀ କଲେ କଙ୍ଗନା, କାହାକୁ କହିଲେ ‘ତଲାକ୍ ଏକ୍ସପର୍ଟ୍’
ତେଲୁଗୁ ଫିଲ୍ମର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ୪ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପଡିଛି । ଉଭୟ ପରସ୍ପରର ସହମତିରେ ବିଛେଦ ପାଇଁ ରାଜି ହୋଇଛନ୍ତି । ଏନେଇ ଚୈତନ୍ୟ ଓ ସାମନ୍ଥା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଫ୍ୟାନଙ୍କୁ ସୂଚନା ଦେଇଛନ୍ତି । ଉଭୟଙ୍କ ପୋଷ୍ଟ ଏକ ପ୍ରକାର ଥିଲା । ଉଭୟ ପୁରୁଣା ସମ୍ପର୍କକୁ ପଛରେ ରଖି ଆଗକୁ ବଢିବାକୁ ଚାହୁଁଛନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି । କିନ୍ତୁ …