ଓଡ଼ିଶା ଫେରିଲେ ଟନେଲରୁ ଉଦ୍ଧାର ପାଇଥିବା ୪ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର ପାଇଥିବା ୪ଜଣ ଓଡ଼ିଆ ଶ୍ରମିକ ଆଜି ଭୁବନେଶ୍ୱରରେ ପହଞ୍ଚିିଛନ୍ତି । ସେମାନଙ୍କ ସହ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ମଧ୍ୟ ବିମାନରେ ଫେରିଥିଲେ । ବିମାନବନ୍ଦରରେ ୪ ଓଡ଼ିଆ ଶ୍ରମିକ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ପରେ ନିଜ ଭାଇଙ୍କ ସହ ଫେରିବେ । ବିମାନବନ୍ଦରରୁ ୫ ଶ୍ରମିକ ସର୍କିଟ୍ ହାଉସ ଯାଇଥିଲେ । ସେଠାରେ ମଧ୍ୟାହ୍ନ …

ଓଡ଼ିଶା ଫେରିଲେ ଟନେଲରୁ ଉଦ୍ଧାର ପାଇଥିବା ୪ ଓଡ଼ିଆ ଶ୍ରମିକ Read More »