ଆସନ୍ତା ୨୯ ପ୍ରତିଷ୍ଠା ଦିବସରେ ନୂଆ ଅତିଥିକୁ ଦେଖିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ବିରଳ ନୂଆ ଅତିଥି । ଦୁଇଟି ୱାଲାବି ଏବଂ ଦୁଇଟି ଲିଭିଂ ଷ୍ଟୋନ୍ ଟୁରାକୋ ପକ୍ଷୀ ଆସିଛନ୍ତି । ପ୍ରଥମ ଥର ପାଇଁ ଲିଭିଂ ଷ୍ଟୋନ୍ ଟୁରାକୋ ନନ୍ଦନକାନନକୁ ଆସିଛି । ଦୀର୍ଘ ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି । ୱ ।ଲାବି କଙ୍ଗାରୁଠାରୁ ଆକାରରେ ଛୋଟ । ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା …

ଆସନ୍ତା ୨୯ ପ୍ରତିଷ୍ଠା ଦିବସରେ ନୂଆ ଅତିଥିକୁ ଦେଖିପାରିବେ ପର୍ଯ୍ୟଟକ Read More »