ଡାକ୍ତରଖାନାରେ ରିଲ୍‌ସ୍ କରିଥିବା ୩୮ ଡାକ୍ତରୀ ଛାତ୍ର ଦଣ୍ଡିତ

ଆଜିକାଲି ଯୁବପିଢୀ ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି କିଛି ପିଲା ନିଜ ଜୀବନକୁ ବାଜି ବି ଲଗାଇ ଦେଉଛନ୍ତି । ଏବେ କର୍ଣ୍ଣାଟକର କିଛି ଡ଼ାକ୍ତରୀ ଛାତ୍ରଙ୍କୁ ରିଲ୍ସ କରିବା ମହଙ୍ଗା ପଡ଼ିଛି । ଡାକ୍ତରଖାନା ପରିସରରେ ରିଲ୍‌ସ୍ କରି ୩୮ଜଣ ଡାକ୍ତରୀ ଛାତ୍ର ଦଣ୍ଡିତ ହୋଇଥିବା ଜଣାଯାଇଛି । ‘ହାଉସ୍‌ମ୍ୟାନ୍‌ସିପ୍‌’ ତାଲିମକୁ ଆଉ ୧୦ ଦିନ ବୃଦ୍ଧି #Karnataka 38 medical …

ଡାକ୍ତରଖାନାରେ ରିଲ୍‌ସ୍ କରିଥିବା ୩୮ ଡାକ୍ତରୀ ଛାତ୍ର ଦଣ୍ଡିତ Read More »