ଗାଜା ଯୁଦ୍ଧରେ ନିହତ ହେଲେଣି ୩୬ ସାମ୍ବାଦିକ

ଗାଜା : ବାତ୍ୟା ହେଉ କି ବନ୍ୟା, ଉତ୍ସବ ହେଉ କି ଧାରଣା ସବୁଠୁ ଖୋଜା ପଡ଼ନ୍ତି ସାମ୍ବାଦିକ । ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକମାନେ ଖବର ସଂଗ୍ରହ କରିଥାନ୍ତି । କିନ୍ତୁ ଯୁଦ୍ଧ ରିପୋର୍ଟିଂ କରୁଥବା ଖବରଦାତାମାନଙ୍କ ଅନୁଭୂତି ପୂରା ସ୍ୱତନ୍ତ୍ର । ଗାଜା ଭିତରେ ରହି ଯୁଦ୍ଧର ଘନଘଟା କଭର କରୁଥିବା ପାଲେଷ୍ଟିନୀୟ ସାମ୍ବାଦିକଙ୍କ ଦୃଷ୍ଟାନ୍ତ ବିଶ୍ୱରେ ବିରଳ । ସେମାନେ ଯୁଦ୍ଧର ଟିକିନିକି ବିବରଣୀ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ସେମାନଙ୍କ ଲକ୍ଷ୍ୟ …

ଗାଜା ଯୁଦ୍ଧରେ ନିହତ ହେଲେଣି ୩୬ ସାମ୍ବାଦିକ Read More »