ସମୁଦ୍ରରୁ ବାହାରିବ ୩୧୬ ବର୍ଷ ତଳର ଜାହାଜ

ବୋଗୋଟା : ସମୁଦ୍ରରୁ ବାହାରି ୩୧୬ ବର୍ଷ ତଳର ଜାହାଜ । ଏହା ସମୁଦ୍ରରେ ବୁଡ଼ି ରହିଛି । ଆଟଲାଣ୍ଟିକ ମହାସାଗରରେ ୩୧୬ ବର୍ଷ ତଳେ ବୁଡ଼ି ଯାଇଥିବା ଏହି ଜାହାଜର ଅବଶେଷକୁ ବାହାର କରିବା ଲାଗି କଲମ୍ବିଆ ସରକାର ପ୍ରସ୍ତୁତି କରୁଛନ୍ତି । ଶୁକ୍ରବାର ଏହାର ଘୋଷଣା କରାଯାଇଛି । ଏହା ଏକ ସ୍ପେନ୍ ଜାହାଜ । ଏହାର ନାମ ‘ସାନ ଜୋସେ’ । ଏହି ଜାହାଜରେ ୧.୬୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଥିବା …

ସମୁଦ୍ରରୁ ବାହାରିବ ୩୧୬ ବର୍ଷ ତଳର ଜାହାଜ Read More »