ଏଆଇ ପାଇଁ ଗୁଗୁଲରୁ ଛଟେଇ ହେବେ ୩୦ ହଜାର କର୍ମଚାରୀ

ନୂଆଦିଲ୍ଲୀ: ଏଣିକି କର୍ମଚାରୀଙ୍କ ସ୍ଥାନ ନେବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ଦ୍ୱାରା ଅନେକ ଲୋକଙ୍କ ଚାକିରି ଚାଲିଯିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାରେ ଲାଗିଛି । କିଛି ଦିନ ତଳେ ଦେଶର ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ବ୍ୟାଙ୍କ ପେଟିଏମ୍ ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରି ସାରିଥିବା ବେଳେ ଏବେ ବିଶ୍ୱର ଅନ୍ୟତମ ବୃହତ୍ ଟେକ୍‌ନୋଲୋଜୀ ଗୁଗୁଲ୍ ବି ତାର ୩୦ …

ଏଆଇ ପାଇଁ ଗୁଗୁଲରୁ ଛଟେଇ ହେବେ ୩୦ ହଜାର କର୍ମଚାରୀ Read More »