ଶ୍ରଦ୍ଧାଳୁଙ୍କ ସୁନାଚେନ୍ ଲୁଟ୍ ଅଭିଯୋଗରେ ୩୦ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକାଧିକ ପୂଜାମଣ୍ଡପରୁ ଲୁଟ୍ ଘଟଣାରେ କମିସନରେଟ୍ ପୋଲିସ ବିଭିନ୍ନ ପୂଜା ମଣ୍ଡପରୁ ୬ ଜଣ ମହିଳାଙ୍କ ସମେତ ୩୦ରୁ ଅଧିକ ସନ୍ଦିଗ୍ଧ ଲୁଟେରାଙ୍କୁ ଉଠାଇ ନେଇ ଅଟକ ରଖିଛି । ଅଟକ ଥିବା ଅଭିଯୁକ୍ତମାନଙ୍କୁ ପୋଲିସ ପଚରାଉଚରା କରୁଛି । ଖଣ୍ଡଗିରି ଥାନା, ମଞ୍ଚେଶ୍ୱର ଥାନା, ଲକ୍ଷ୍ମୀସାଗର ଥାନା, ନୟାପଲ୍ଲୀ ଥାନା ଓ ସହିଦନଗର ଥାନାରେ ସନ୍ଦିଗ୍ଧ ଲୁଟେରାମାନେ ଅଟକ ରଖାଯାଇଛି । ଖଣ୍ଡଗିରି ଥାନାରେ ମହିଳା ଲୁଟେରା ଗ୍ୟାଙ୍ଗକୁ ଅଟକ ରଖାଯାଇଛି …

ଶ୍ରଦ୍ଧାଳୁଙ୍କ ସୁନାଚେନ୍ ଲୁଟ୍ ଅଭିଯୋଗରେ ୩୦ ଅଟକ Read More »