ଅପରେସନ ଥିଏଟରରେ ରିଲ୍ସ କରି ନିଲମ୍ବିତ ହେଲେ ୩ ନର୍ସ
ରାୟପୁର: ଆଜିକାଲି ଯୁବପିଢୀ ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି କିଛି ପିଲା ନିଜ ଜୀବନକୁ ବାଜି ବି ଲଗାଇ ଦେଉଛନ୍ତି । ଏବେ ଛତିଶଗଡ଼ର କିଛି ନର୍ସଙ୍କୁ ରିଲ୍ସ କରିବା ମହଙ୍ଗା ପଡ଼ିଛି । ଡାକ୍ତରଖାନାର ଅପରେସନ ଥିଏଟରରେ ରିଲ୍ସ୍ କରି ୩ ଜଣ ନର୍ସ ନିଲମ୍ବିତ ହୋଇଛନ୍ତି । ଭିଡ଼ିଓ ଦେଖିବା ପରେ ମ୍ୟାନେଜମେଣ୍ଟ ନେଲା କାର୍ଯ୍ୟାନୁଷ୍ଠାନ ଆଜିକାଲି ରିଲ୍ସର ଟ୍ରେଣ୍ଡ …