ପାଣି ଭର୍ତ୍ତି ଲିଫ୍ଟରେ ଫସିଯାଇଥିଲେ ୩ ସାଙ୍ଗ
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳିଥାଏ । ଆଉ ସେଥିମଧ୍ୟରୁ ଏମିତି କିଛି ଭିଡ଼ିଓ ଥାଏ ଯାହା ସମସ୍ତଙ୍କୁ ଚକିତ କରିବା ସହ ବିଶ୍ୱାସ ବି କରି ହୁଏ ନାହିଁ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ୩ ସାଙ୍ଗ ଏକ ପାଣିଭର୍ତ୍ତି ଲିଫ୍ଟରେ ଫସିଯାଇଥିବା ଦେଖିବାକୁ ମିଳିଛି । ପରେ ସେମାନଙ୍କୁ ସୁରକ୍ଷିତ ଭାବେ …