ବାହାନଗା ଟ୍ରେନ ଦୁର୍ଘଟଣାର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହ ସତ୍କାର ହେବ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ଇତିମଧ୍ୟରେ ୪ ମାସ ପୂରିଛି । ହେଲେ ଚିହ୍ନଟ ହୋଇ ନ ପାରି ଭୁବନେଶ୍ୱର ଏମ୍‌ସରେ ବାତାନୁକୂଳିତ କଣ୍ଟେନରରେ ରଖାଯାଇଥିବା ୨୮ ମୃତଦେହକୁ ସତ୍କାର କରାଯିବ । ଦୁର୍ଘଟଣା ପରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟି ମୃତଦେହ ଭୁବନେଶ୍ୱର ଏମ୍‌ସକୁ ଆସିଥିଲା । ସେଥିମଧ୍ୟରୁ ୧୩୪ଟିକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଆଉ ୨୮ ମୃତଦେହ ସେମିତି କଣ୍ଟେନ ଭିତରେ …

ବାହାନଗା ଟ୍ରେନ ଦୁର୍ଘଟଣାର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହ ସତ୍କାର ହେବ Read More »