କେନ୍ଦ୍ର ଖାତାକୁ ଯିବ ସାହାରାର ୨୫ ହଜାର କୋଟି

ନୂଆଦିଲ୍ଲୀ: ସରକାର ନେଇଯିବେ ସାହାରାର ସବୁ ଟଙ୍କା । ଏହି ଟଙ୍କାକୁ ଆବଶ୍ୟକ ପଡ଼ିଲେ ବାହାର କରି ନିବେଶକଙ୍କୁ ଫେରସ୍ତ କରାଯିବ । ବଳକା ଟଙ୍କାକୁ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ ବୋଲି ଜଣାଯାଇଛି । ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରାୟଙ୍କ ଦେହାନ୍ତ ପରେ ସାହାରା-ସେବି ଖାତାରେ ପଡ଼ିରହିଥିବା ୨୫,୧୬୩ କୋଟି ଟଙ୍କା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସେହି ଟଙ୍କାକୁ କେନ୍ଦ୍ର ସରକାର ‘ସଂଗଠିତ ପାଣ୍ଠି’ରେ ଜମା କରିବା ଉପରେ ବିଚାର କରୁଛନ୍ତି …

କେନ୍ଦ୍ର ଖାତାକୁ ଯିବ ସାହାରାର ୨୫ ହଜାର କୋଟି Read More »