ଦୀପୋତ୍ସବ ୨୦୨୩ : ସଜେଇ ହୋଇଛି ଅଯୋଧ୍ୟା ନଗରୀ
ନୂଆଦିଲ୍ଲୀ : ଲକ୍ଷ ଲକ୍ଷ ଦ୍ୱୀପରେ ସଜେଇ ହୋଇଛି ପୁରା ଅଯୋଧ୍ୟା ନଗରୀ । ଯେଉଁଠି ନଜର ପଡୁଛି ସେଠି କେବଳ ଦେଖିବାକୁ ମିଳିଛି ରଙ୍ଗ ବେରଙ୍ଗର ଆଲୋକମାଳା । ଦୀପ ଏବଂ ଆତସବାଜିରେ ସାରା ସହର ଝଲସୁଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ପବିତ୍ର ଦୀପାବଳି ପୂର୍ବରୁ ରାମନଗରୀ ଅଯୋଧ୍ୟାରେ ପାଳିତ ହୋଇଯାଇଛି ଦୀପୋତ୍ସବ । ଏହି ଅବସରରେ ସାରା ସହରରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ୫୧ ନଦୀ ଘାଟରେ …