୨୩ ପ୍ରଜାତିର କୁକୁରଙ୍କୁ ଆଉ ବିଦେଶରୁ ଅଣା ଯାଇ ପାରିବନି

ଗତ କିଛି ଦିନ ହେବ ଦେଶରେ କୁକୁର ଆକ୍ରମଣର ଖବର ଚର୍ଚ୍ଚାରେ ରହିଛି । ଦିନକୁ ଦିନ ଏହି ଆକ୍ରମଣରେ କିଛି ନିରୀହ ଲୋକଙ୍କ ଜୀବନ ଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ ପ୍ରାୟ ୨୩ଟି ବିପଜ୍ଜନକ ପ୍ରଜାତିର କୁକୁର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରାଜ୍ୟ ସମେତ ସାରା ଦେଶରେ କୁକୁର ଆକ୍ରମଣ ଅଭିଯୋଗ ବଢ଼ୁଥିବାରୁ କେନ୍ଦ୍ର ସରକାର ପ୍ରାୟ ୨୩ ପ୍ରଜାତିର ବିପଜ୍ଜନକ କୁକୁରଙ୍କ …

୨୩ ପ୍ରଜାତିର କୁକୁରଙ୍କୁ ଆଉ ବିଦେଶରୁ ଅଣା ଯାଇ ପାରିବନି Read More »