ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’: ଉପକୂଳ ଓଡ଼ିଶାରେ ବର୍ଷା
ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ‘ହାମୁନ’ । ବଙ୍ଗୋପସାଗର ମଧ୍ୟରେ ନେଇ ବଳ ଗୋଟାଉଛି । ବର୍ତ୍ତମାନ ଏହା ପାରାଦୀପଠାରୁ ୨୦୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଗତି କରୁଛି । ଦୀଘା ଠାରୁ ୨୧୦ କିଲୋମିଟର ଓ ଖେପୁପଡ଼ା ଠାରୁ ୨୫୦ କିଲୋମିଟର ଦୂରରେ ରହିଛି । ବର୍ତ୍ତମାନ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ହାମୁନ …
ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’: ଉପକୂଳ ଓଡ଼ିଶାରେ ବର୍ଷା Read More »