ସଂସଦ ଆକ୍ରମଣକୁ ପୁରିଲା ୨୨ ବର୍ଷ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା

ନୂଆଦିଲ୍ଲୀ: ସଂସଦରେ ଆତଙ୍କୀ ହାମଲାକୁ ୨୨ ବର୍ଷ ପୁରିଛି । ହେଲେ ଆଜି ବି ମନରୁ ଲିଭିନି ସେହି ଭୟଙ୍କର ଦୃଶ୍ୟ । ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ମନେ ପକାଉଛି ଦେଶ ।ଯେଉଁଥିରେ ୯ଜଣ ଯବାନ ଶହୀଦ ହୋଇଥିଲେ । ଦେଶର ସବୁଠୁ ସୁରକ୍ଷିତ ସ୍ଥାନ ପାର୍ଲାମେଣ୍ଟ ପରିସରରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ଆତଙ୍କବାଦୀ । ହେଲେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇଥିଲେ ସୁରକ୍ଷାକର୍ମୀ । ତେବେ …

ସଂସଦ ଆକ୍ରମଣକୁ ପୁରିଲା ୨୨ ବର୍ଷ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା Read More »