World Cup 2023 : ପାକିସ୍ତାନ ଟିମକୁ ଭାରତ କେଉଁ ଭିସା ଦେଲା ?
ଭାରତ ଓ ଭାରତୀୟ ଆଇସିସି ବିଶ୍ୱକପ 2023କୁ ନେଇ ଉତ୍ସାହିତ ଅଛନ୍ତି । ଦିନ ଗଡ଼ିବା ସହିତ ବିଶ୍ୱକପର ତାତି ମଧ୍ୟ ବଢ଼ିବାରେ ଲାଗିଛି । ପାକିସ୍ତାନ ଓ ଅଷ୍ଟ୍ରେଲିଆ ବିରୋଧରେ ମୁକାବିଲାକୁ ଭାରତୀୟ କ୍ରିକେଟ୍ ଫ୍ୟାନ୍ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । ତେବେ ପାକିସ୍ତାନୀ ଟିମ୍ ଭାରତ ଆସିବ କି ନାହିଁ ତାକୁ ନେଇ କିଛି ସନ୍ଦେହ ଥିଲା । ଅବଶ୍ୟ ସୁରକ୍ଷାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ପାକ୍ ଟିମ୍ ଭାରତ ଆସୁଛି …
World Cup 2023 : ପାକିସ୍ତାନ ଟିମକୁ ଭାରତ କେଉଁ ଭିସା ଦେଲା ? Read More »