ଫିଫା ବିଶ୍ୱକପରୁ କେହି ଖାଲି ହାତରେ ଫେରିବେ ନାହିଁ,ଗୋଟିଏ ବି ମ୍ୟାଚ୍ ଜିତି ନଥିବା ଟିମ୍ ପାଇବ ୭୩ କୋଟି ଟଙ୍କା
ଆଇପିଏଲର ପ୍ରାଇଜ୍ ମନି ଓ ଫିପା ବିଶ୍ୱକପର ପ୍ରାଇଜ୍ ମନି ମଧ୍ୟରେ ତୁଳନା କେବେ କରିଛନ୍ତି କି ? ଯଦି କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଦୁଇଟି ବିଶ୍ୱ ପ୍ରସିଦ୍ଧ କ୍ରିଡ଼ା ଇଭେଣ୍ଟରେ ପୁରସ୍କାର ରାଶିର ମୂଲ୍ୟ କେତେ । ତେବେ ତା’ ଆଗରୁ ଜାଣିନିଅନ୍ତୁ ଯେ, ଆଇପିଏଲର ଚମ୍ପିଆନ୍ ଟିମ୍ ଫିଫା ବିଶ୍ୱକପରେ ସବୁଠାରୁ ତଳ ନମ୍ବରରେ ଥିବା ଟିମଠାରୁ ମଧ୍ୟ ପୁରସ୍କାର ରାଶି ହିସାବରେ ଗରିବ । ଅର୍ଥାତ ଆଇପିଏଲର ଚମ୍ପିଆନ୍ …