ସରିଲା ୨ ହଜାର ଟଙ୍କିଆ ନୋଟ୍ର ବଦଳ ଅବଧି
ନୂଆଦିଲ୍ଲୀ: ଆଜି ସରିବ ୨ ହଜାର ଟଙ୍କିଆ ନୋଟ ବଦଳାଇବା ସମୟ ଅବଧି । କାଲିଠାରୁ ଆଉ କୌଣସି ବ୍ୟାଙ୍କ ବ୍ରାଞ୍ଚରେ ନୋଟକୁ ବଦଳାଯାଇପାରିବ ନାହିଁ । ପୂର୍ବରୁ ସେପ୍ଟେମ୍ବର ୩୦ ସୁଦ୍ଧା ନୋଟ ବଦଳାଇବାକୁ ସମୟ ସୀମା ଧାର୍ଯ୍ୟ ହୋଇଥିଲା । ପରେ ଏହାର ଅବଧି ଅକ୍ଟୋବର ୭କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ୟାଙ୍କ । ଆଜି ଶନିବାର ଥିବାରୁ ଅନେକ ବ୍ୟାଙ୍କରେ ଅଧା ଦିନ ଅଫିସ୍ କାର୍ଯ୍ୟ ରହିବ । ତେଣୁ ଗ୍ରାହକଙ୍କୁ ନୋଟ …