ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୦୮ ଫୁଟର ଧୂପକାଠି

ଅଯୋଧ୍ୟା : ଗୋଟିଏ ଧୂପକାଠି ଜଳିବ ୪୫ ଦିନ । ଏହାର ଓଜନ ପୁଣି ୩ ହଜାର ୪୨୮ କିଲୋଗ୍ରାମ । ଆଉ ଏହାର ମୋଟେଇ ହେଉଛି ୩.୫ ଫୁଟ୍ । ଏହି ୧୦୮ ଫୁଟ ଲମ୍ବର ଏହି ଧୂପକାଠିକୁ ଗୁଜରାଟର ବଡୋଦରା ତରସାଲି ଅଞ୍ଚଳରେ କାରିଗରମାନେ ତିଆରି କରୁଛନ୍ତି । ଏହି ବିଶାଳକାୟ ଧୂପକାଠି ଆସନ୍ତା ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଜଳିବ । ଟ୍ରକ ଯୋଗେ ଯିବ …

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୦୮ ଫୁଟର ଧୂପକାଠି Read More »