ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଓଡ଼ିଶାରୁ ଗଡ଼ିପାରେ ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍‌

ନୂଆଦିଲ୍ଲୀ: ଆସନ୍ତା ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି କାର୍ଯର୍୍ୟକ୍ରମ କିପରି ସୁରୁଖୁରୁରେ ହେବ ସେନେଇ ସରକାର ଯୋରସୋର ଚଳାଇଛନ୍ତି ପ୍ରସ୍ତୁତି । ଏହି ଉତ୍ସବ ଆଉ ମାତ୍ର ୩ ଦିନ ଥିବାରୁ ଏହାର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚଛି । ଏହାପରେ ଅଯୋଧ୍ୟାକୁ ସାରା ଦେଶରୁ ଭକ୍ତଙ୍କ ସୁଅ ଛୁଟିବ । ଦେଶର କୋଣ-ଅନୁକୋଣରୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ …

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଓଡ଼ିଶାରୁ ଗଡ଼ିପାରେ ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍‌ Read More »