ଶ୍ୱେତାଲିସାଙ୍କ ସଙ୍ଗୀତରେ ମନ୍ତ୍ରମୁଗ୍ଧ ଶ୍ରୋତା
ବୟସ ଖୁବ୍ କମ୍, କିନ୍ତୁ ସଙ୍ଗୀତର ନିଶା ପ୍ରବଳ । ସାଧାରଣତଃ କୁନି କୁନି ପିଲାମାନେ ଟିଭି ରେ କାର୍ଟୁନ ଶୋ’ ଦେଖିବାକୁ ପସନ୍ଦ କରୁଥିବାବେଳେ ପିଲାଦିନରୁ ସେ ସଙ୍ଗୀତଭିତିକ କାର୍ଯ୍ୟକ୍ରମ ଦେଖିବାକୁ ଭଲ ପାଉଥିଲେ । ତାଙ୍କ ଗୀତ ସାଧାରଣତଃ ଲୋକଙ୍କଠାରୁ ଆରମ୍ଭ କରି ସଙ୍ଗୀତ ପ୍ରେମୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ମଂଚ ହେଉ ଅବା ଟିଭି ପରଦା କିମ୍ବା ସଙ୍ଗୀତ ପ୍ରତିଯୋଗିତା । ସବୁଥିରେ ସେ ବେଶ ଆଗୁଆ । ଭଜନ ସମ୍ରାଟ …