mask women, shantilata baliarsingh, free mask distribution, mask distribution free for poors

ଲୋକଙ୍କ ସେବାରେ ‘ମାସ୍କ ମହିଳା’

ଚାରିଆଡେ କରୋନା କାୟା ବିସ୍ତାର କରି ଚାଲିଛି । କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । କରୋନା ସମୟରେ ମାସ୍କର ଘୋର ଅଭାବ, ମାସ୍କ କଳାବଜାରୀ ଯୋଗୁ ମାସ୍କଟିଏ ପାଇବା ପାଇଁ ସାଧାରଣ ଗରିବ ଲୋକମାନେ ଆତୁର ହେଉଛନ୍ତି । ମାତ୍ର ଏହି ସମୟରେ ଗରିବ, ମୂଲିଆ ଓ ଖଟିଖିଆଙ୍କୁ ମାଗଣାରେ ମାସ୍କ ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି ଜଣେ ମହିଳା । ନିଜ ଜୀବିକାକୁ ପଛରେ ପକାଇ ବଜାରରୁ କପଡ଼ା କିଣି ସେଥିରେ …

ଲୋକଙ୍କ ସେବାରେ ‘ମାସ୍କ ମହିଳା’ Read More »