Kevin Jacob, btech first year student, designs mask, voice amplifier mask, mask with mic and speaker, kerala, thrisur district

ଅଜବ ପ୍ରକାରର ମାସ୍କ ‘ମାଇକ୍ ଓ ସ୍ପିକର’

ଅନେକ ସମୟରେ ନିଜର ନିଆରା ଆବିଷ୍କାର ଯୋଗୁ ଲୋକେ ପ୍ରସିଦ୍ଧ ହୋଇଯାଆନ୍ତି। କେରଳର ଥ୍ରୀସୁର ଜିଲ୍ଲାରେ ବିଟେକ ପ୍ରଥମ ବର୍ଷର ଜଣେ ଛାତ୍ର ଏକ ଅଜବ ପ୍ରକାରର ମାସ୍କ ପ୍ରସ୍ତୁତ କରିଛନ୍ତି । କେଭିନ ଜ୍ୟାକବ ନାମକ ଏହି ଛାତ୍ର ନିଆରା ତରିକା ଆପଣାଇ ଏହି ମାସ୍କ ତିଆରି କରିଛନ୍ତି, ଯେଉଁଥିରେ ଲୋକଙ୍କୁ ନା ନିଶ୍ୱାସ ନେବାରେ କଷ୍ଟ ହେବ ନା କହିବାରେ କିଛି ସମସ୍ୟା ଉପୁଜିବ। ଜ୍ୟାକବ ତିଆରି କରିଥିବା ଏହି ମାସ୍କରେ ରହିଛି ଏକ …

ଅଜବ ପ୍ରକାରର ମାସ୍କ ‘ମାଇକ୍ ଓ ସ୍ପିକର’ Read More »