କରୋନା ସଚେତନତା

poornami bhoi, anganwadi didi, kalahandi district, junagarh block bankapalash, corona awareness, thermal screening machine, thermometer, medical checkups, odisha cm naveen patnaik, Odisha, rising odisha

ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି

ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ । ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍ ଓ ଥର୍ମୋମିଟରଟିଏ ଧରି ଏମାନେ ପହଂଚିଯାଉଛନ୍ତି ଏ ଘରରୁ ସେ ଘର । ଆଉ ବିନା ସଙ୍କୋଚରେ ବାଂଟିଯାଉଛନ୍ତି …

ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି Read More »

rajkishore maharana, arts, creativity, paintings, social awareness, coronavirus awareness, COVID19, social message

କରୋନା କାଳରେ ଶିଳ୍ପୀଙ୍କ ନିଆରା ପ୍ରୟାସ

ଚାରିଆଡେ କରୋନାର କରାଳ ରୂପ । ଘଡ଼ିସନ୍ଧି ମୁହୂର୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ଶିଳ୍ପୀ । ଲୋକଙ୍କୁ କରୋନା ସଚେତନତାର ନିଆରା ବାର୍ତା ଦେବା ପାଇଁ କେତେବେଳେ କପଡ଼ା ମାସ୍କ ତ ଆଉ କେତେବେଳେ କାଗଜ ଓ କପଡ଼ା ବ୍ୟାଗ୍ ଉପରେ କରୁଛନ୍ତି ଭଳିକି ଭଳି ଚିତ୍ର । ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ତାଙ୍କର ଏହି ପ୍ରୟାସ । ସେମିତି ଜଣେ ଚିତ୍ରଶିଳ୍ପ ହେଉଛନ୍ତି ପୁରଣା ଭୁବନେଶ୍ୱରର ରାଜକିଶୋର …

କରୋନା କାଳରେ ଶିଳ୍ପୀଙ୍କ ନିଆରା ପ୍ରୟାସ Read More »

Scroll to Top
Close Bitnami banner
Bitnami