ଉତ୍ତର ପ୍ରଦେଶ ନିର୍ବାଚନ

union budget 2022, nirmala sitharaman, finance minister, modi govt budget, central govt, budget session, india budget 2022 survey, rising odisha, odia blog

2022-23 ବଜେଟ୍ : ୫୮ ପ୍ରତିଶତଙ୍କ ମତ ବଜେଟ୍ କାମକୁ ନୁହେଁ

ମୋଦି ସରକାରର ୨୦୨୨ ବଜେଟକୁ ନେଇ ଉତ୍ତର ଭାରତର ଏକ ପ୍ରମ୍ମୁଖ ହିନ୍ଦି ଖବରକାଗଜ ଦୈନିକ ଭାସ୍କର କରିଥିବା ଅନଲାଇନ୍ ସର୍ବେକ୍ଷଣରୁ ଯେଉଁ ତଥ୍ୟ ଆସିଛି ତାହା କେନ୍ଦ୍ର ସରକାର ଲାଗି ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସତର୍କ ଘଣ୍ଟି । ଏହି ସର୍ଭେରେ ଭାଗ ନେଇଥିବା ୫୮ ପ୍ରତିଶତରୁ ଅଧିକ ଲୋକଙ୍କ କହିବା ହେଉଛି-ବଜେଟ୍ କିଛି କାମକୁ ନୁହେଁ । ଏହି ବଜେଟ୍ ନିରାଷଜନକ ବୋଲି ସେମାନଙ୍କ ମତ । ୫୫ ପ୍ରତିଶତ ଲୋକଙ୍କ କହିବା …

2022-23 ବଜେଟ୍ : ୫୮ ପ୍ରତିଶତଙ୍କ ମତ ବଜେଟ୍ କାମକୁ ନୁହେଁ Read More »

rahul gandhi, congress crisis, congress party crisis, rpn singh, jeeten prasada, jyotiraditya scindhia, up elections 2022, rising odisha, odia blog

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟ । ଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁ । ଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି ଏହାର ବଡ଼ବଡ଼ ନେତା ଦଳ ଛାଡୁଛନ୍ତି । ପୁଣି ଏମିତି ନେତା ଦଳ ଛାଡୁଛନ୍ତି ଯେଉଁମାନେ କଂଗ୍ରେସର ପିଏମ୍ ଇନ୍ ୱେଟିଂ …

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍ Read More »

political party registration, election commission, new political party, political party in india, rising odisha

ନିଜ ରାଜନୈତିକ ଦଳ ଗଢିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ପାର୍ଟିର ପଞ୍ଜିକରଣ

୨୦୨୨ରୁ ଆରମ୍ଭ ହେଉଛି ଭୋଟ୍ ଋତୁ । ଉତ୍ତର ପ୍ରଦେଶ ନିର୍ବାଚନରୁ ଆରମ୍ଭ ହେବାକୁ ଥିବା ଏହି ରାଜନୈତିକ କୁମ୍ଭ ୨୦୨୪ ସାଧାରଣ ନିର୍ବାଚନର ମହାକୁମ୍ଭରେ ସରିବ । ଏହାରି ଭିତରେ ବିଭିନ୍ନ ଦଳରେ ଥିବା ଅସନ୍ତୁଷ୍ଟ, ବିଦ୍ରୋହୀ ଅନ୍ୟ ଦଳକୁ ଡେଇଁବେ । ପୁଣି କିଛି ନିଜ ବ୍ରାଣ୍ଡ୍ ପଲିଟିକାଲ ପାର୍ଟି ଗଢି ରାଜନୈତିକ ମୈଦାନକୁ ଓହ୍ଲାଇବେ । କଂଗ୍ରେସର ପ୍ରଥମ ପରିବାର ଉପରେ ଖପ୍ପା ହୋଇ ଦଳକୁ ଅଲବିଦା କହିଥିବା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ …

ନିଜ ରାଜନୈତିକ ଦଳ ଗଢିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ପାର୍ଟିର ପଞ୍ଜିକରଣ Read More »

modis brand value, BJP asset, modis brand value declined, corona second wave, vaccination policy

ମୋଦିଙ୍କ ବ୍ରାଣ୍ଡ ଭ୍ୟାଲୁୁ କମିଲେ ଏହା ହୋଇପାରେ ୭ଟି ପ୍ରଭାବ

ବିଜେପିର ଆସେଟ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରାଣ୍ଡ୍ ଭ୍ୟାଲୁ ଥିଲା ବିଜେପିର ଆସେଟ୍ । ଏବେ କିନ୍ତୁ ସେହି ବ୍ରାଣ୍ଡ୍ ଭ୍ୟାଲୁ ଧିରେ ଧିରେ କମିବାରେ ଲାଗିଛି । କରୋନାର ଦ୍ୱିତୀୟ ପ୍ରବାହ ମୋଦି ବ୍ରାଣ୍ଡକୁ ଧ୍ୱସ୍ତବିଧ୍ୱଂସ୍ତ କରି ଦେଇଛି ବୋଲି ବିରୋଧୀ କହୁଛନ୍ତି । ଜାନୁଆରୀ ମାସରେ ମୋଦି ବ୍ରାଣ୍ଡକୁ ଦେଶର ୭୩ ପ୍ରତିଶତ ଥମସ୍ ଅପ୍ ସାଇନ୍ ଦେଇଥିଲେ । ଇଣ୍ଡିଆ ଟୁଡେ ଓ କର୍ଭି …

ମୋଦିଙ୍କ ବ୍ରାଣ୍ଡ ଭ୍ୟାଲୁୁ କମିଲେ ଏହା ହୋଇପାରେ ୭ଟି ପ୍ରଭାବ Read More »

Scroll to Top
Close Bitnami banner
Bitnami