mysore sandal, scented soap, sandal soap, sandalwood soap, mysore

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏମିତି କ’ଣ ହୋଇଥିଲା ଯେ, ଦେଶକୁ ମିଳିଗଲା ମହୀଶୁର ସାଣ୍ଡଲ ଭଳି ସାବୁନ

ଚନ୍ଦନର ବାସ୍ନା ସମସ୍ତଙ୍କୁ ବିମୋହିତ କରେ । ଭାରତୀୟ ଚନ୍ଦନ କାଠର ବାସ୍ନାର କଥା ଅଲଗା । ଭାରତୀୟ ଚନ୍ଦନ ବିଶ୍ୱବ୍ୟାପୀ ଏହାର ବାସ୍ନା ପାଇଁ ପରିଚିତ । ସମ୍ଭବତଃ ଏହି କାରଣ ପାଇଁ ଏକ ଶହ ବର୍ଷ ଧରି ମହୀଶୁର ସାଣ୍ଡାଲ ଭଳି ସାବୁନ ଏବେ ମଧ୍ୟ ଭାରତୀୟଙ୍କ ପସନ୍ଦ ହୋଇ ରହିଛି । ମହୀଶୁର ସାଣ୍ଡଲ ସାବୁନର ବାସ୍ନା ଯେତିକି ମନମୋହକ ଏହାର ଜନ୍ମ କାହାଣୀ ମଧ୍ୟ ସେତିକି ରୋଚକ । ଆସନ୍ତୁ ଜାଣିବା …

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏମିତି କ’ଣ ହୋଇଥିଲା ଯେ, ଦେଶକୁ ମିଳିଗଲା ମହୀଶୁର ସାଣ୍ଡଲ ଭଳି ସାବୁନ Read More »