ଅସହାୟ

କାନ୍‌ଭାସ୍ କହୁଛି ସାମ୍ୟବାଦ କଥା

ତାଙ୍କ ହାତରେ ତୂଳୀ ପଡ଼ିଲେ ସେ ଆଙ୍କି ଚାଲନ୍ତି ସାମ୍ୟବାଦର ଚିତ୍ର । ତାଙ୍କ କାନ୍‌ଭାସ୍ ସବୁବେଳେ ସାମ୍ୟବାଦର କଥା କହେ । କେତେବେଳେ ଦଳିତ, ନିଷ୍ପେସିତଙ୍କ କଥାକୁ ରଙ୍ଗତୂଳୀରେ ତୋଳନ୍ତି ତ ଆଉ କେତେବେଳେ ମଣିଷର ମନକଥାକୁ କାନ୍‌ଭାସରେ ପ୍ରସ୍ଫୁଟିତ କରନ୍ତି । କିନ୍ତୁ ତାଙ୍କର ଏହି କାନ୍‌ଭାସ ଓ ରଙ୍ଗ ତୂଳୀର ଯାତ୍ରା ଆଜିକାଲିର ନୁହେଁ । ଦୀର୍ଘ ୩୦ ବର୍ଷ ହେଲା କାନ୍‌ଭାସ୍‌ରେ ସମାଜବାଦ ଚିନ୍ତାଧାରାର ଦୃଶ୍ୟପଟ୍ଟକୁ ଅତି ସୁନ୍ଦରଭାବେ ଆଙ୍କିଛନ୍ତି । …

କାନ୍‌ଭାସ୍ କହୁଛି ସାମ୍ୟବାଦ କଥା Read More »

rajesh kumar agarwal, bimal agarwal, jagatpur cuttack, free oxygen cylinder, oxygen tanker, NGO in Odisha, Shree Bimal Oxygen and Minerals Private Limited, supplying oxygen free of cost, social organisations

ରାଜେଶ ଓ ବିମଳଙ୍କ ବଦାନ୍ୟତା

କରୋନା ମହାମାରୀର ମାୟାଜାଲରେ ଛନ୍ଦି ହୋଇପଡ଼ିଛି ସାରା ବିଶ୍ୱ । ଜୀବନ ମରଣର ଦୋଛକିରେ ମଣିଷ । ବଂଚିବା ପାଇଁ କରିଚାଲିଛି ଅହରହ ସଂଗ୍ରାମ । ସଂଗ୍ରାମର ମହାମୁକାବିଲାରେ ଅକ୍ସିଜେନ ନେଇଛି  ନିର୍ଣ୍ଣାୟକ ଭୂମିକା । ଏପରି ଏକ ଘଡ଼ିସନ୍ଧି ମୂହୂର୍ତରେ ଅକ୍ସିଜେନ ଯୋଗାଇ ଜୀବନ ବିକଳରେ ଛଟପଟ ହେଉଥିବା ରୋଗୀର ଶେଷ ସାହାରା ପାଲଟିଛନ୍ତି ରାଜେଶ ଓ ବିମଳ । ରାଜେଶ ଅଗ୍ରୱାଲ ଓ ବିମଳ ଅଗ୍ରୱାଲ ଦୁଇ ଭାଇ । ମାଗଣାରେ ଅକ୍ସିଜେନ ଯୋଗାଇ …

ରାଜେଶ ଓ ବିମଳଙ୍କ ବଦାନ୍ୟତା Read More »

rajveer deo the god of needy people

ଅସହାୟଙ୍କ ଦେବଦୂତ ରାଜବୀର

ସାରା ଦେଶରେ ମହାମାରୀ କରୋନା ପାଇଁ ଗରିବ, ଖଟିଖିଆଙ୍କଠାରୁ ଆରମ୍ଭ କରି ଅସହାୟ ସମସ୍ତେ ସଂଘର୍ଷ କରୁଛନ୍ତି । ଏହି ଘଡ଼ିସନ୍ଧି ମୁହୂର୍ତରେ ସିନେ ତାରକା ରାଜବୀର ଦେଓ ମହାନତା ଦେଖାଇଛନ୍ତି । ରିଲ୍‌ ଭଳି ରୟଲ ଲାଇଫ୍‌ରେ ହିରୋ ସାଜିଛନ୍ତି ରାଜବୀର । ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ଧରି ଦିବ୍ୟାଙ୍ଗ୍‌, ଅସହାୟଙ୍କ ପାଇଁ କାମ କରୁଥିବା ରାଜବୀରଙ୍କ ଏହି ମହାନତା ଏବେ ଲକ୍‌ଡାଉନ୍ ସମୟରେ ଲୋକଲୋଚନକୁ ଆସିଛି । କେତେବେଳେ ସେମାନଙ୍କୁ ଖାଦ୍ୟ ସାମଗ୍ରୀ …

ଅସହାୟଙ୍କ ଦେବଦୂତ ରାଜବୀର Read More »

Scroll to Top
Close Bitnami banner
Bitnami