khan sir patna, khan sir, slammed on twitter, trolled on social media, youtube teacher, online classes, bihar, youtuber

ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ‘ଖାନ ସାର୍ ପଟନା’

ଡିଜିଟାଲ ପ୍ଲାଟଫର୍ମରେ ଆଜିକାଲି ସମସ୍ତେ ନିଜର ଟ୍ୟାଲେଣ୍ଟ ସୋ କରି କିମ୍ବା ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ଫେମସ ହେଉଛନ୍ତି । ଅନେକ ରୋଜଗାର ମଧ୍ୟ କରୁଛନ୍ତି । ଅନଲାଇନ କ୍ଲାସ ଜରିଆରେ ହେଉ କିମ୍ବା କୌଣସି ଜାରୁରୀ ସୂଚନା ମାଧ୍ୟମରେ ଲୋକମାନଙ୍କ ଧ୍ୟାନ କେନ୍ଦ୍ରୀତ କରି ଟଙ୍କା କମାଉଛନ୍ତି । ତେବେ ଏହି ମଧ୍ୟମରେ ଅନେକ ଫେମସ ମଧ୍ୟ ହେଲେଣି । ପଟନାର ଖାନ ସାର୍ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ । ତାଙ୍କ …

ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ‘ଖାନ ସାର୍ ପଟନା’ Read More »