ଏକ ଗ୍ୟାରେଜରୁ ଜନ୍ମ ନେଇଥିବା ଏହି ରଙ୍ଗ କମ୍ପାନୀ ଏବେ ଦେଶରେ ନମ୍ବର ୱାନ୍,ବିଦେଶୀ କମ୍ପାନୀ ଙ୍କୁ ଦେଉଛି ଟକ୍କର
୧୯୪୨ । ଦେଶରେ ଭାରତ ଛାଡ ଆନ୍ଦୋଳନ ଚାଲୁଥାଏ । ମହାତ୍ମା ଗାନ୍ଧୀଙ୍କ କର ବା ମର ଡାକରାରେ ପୁରା ଦେଶ ବ୍ରିଟିଶ୍ ସାମ୍ରାଜ୍ୟ ବିରୋଧର ରାସ୍ତାରେ ଥିଲା । ଏହାରି ଭିତରେ ମୁମ୍ବାଇ ବା ସେତେବେଳର ବମ୍ବେର ଗୋଟିଏ ଛୋଟ ଗ୍ୟାରେଜରେ ଗୋଟିଏ ରଙ୍ଗ କମ୍ପାନୀରୁ ମୁଳଦୁଆ ପଡୁଥିଲା । ଯାହା ଆଗକୁ ଚାଲି ବଡ଼ ବଡ଼ ବ୍ରାଣ୍ଡଙ୍କୁ ଚ୍ୟାଲେଞ୍ଜ କରିବାକୁ ଯାଉଥିଲା । ସେହି କମ୍ପାନିର ନାମ ହେଉଛି ଏସିଆନ୍ ପେଣ୍ଟସ । ସମ୍ପୂର୍ଣ୍ଣ …