what the youth of India wants

ଭାରତର ଯୁବବର୍ଗ କଣ ଚାହାନ୍ତି?

ବିଶ୍ୱର ଦ୍ରୁତତମ ଅର୍ଥନୀତି ଭାରତ ହେଉଛି ପୃଥିବୀର ତରୁଣ ଜନସଂଖ୍ୟାର ଏକ ପଞ୍ଚମାଂଶଙ୍କ ଘର । ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ଅର୍ଦ୍ଧାଧିକଙ୍କ ବୟସ ହେଉଛି ୨୫ ବର୍ଷରୁ କମ ଏବଂ ଏକ ଚତୁର୍ଥାଂଶଙ୍କ ବୟସ ୧୪ ବର୍ଷରୁ କମ । ଭାରତର ତରୁଣ ଜନସଂଖ୍ୟା ଏହାର ସବୁଠାରୁ ମୂଲ୍ୟବାନ ଓ ଆହ୍ୱାନମୁଳକ ସମ୍ବଳ । ଏହି ଜନସଂଖ୍ୟା ଭାରତକୁ ଏକ ଅନନ୍ୟ ସୁଯୋଗ ଦେଇଥାଏ । କିନ୍ତୁ ଯଦି ମାନବ ସମ୍ବଳ ବିକାଶରେ ସଠିକ …

ଭାରତର ଯୁବବର୍ଗ କଣ ଚାହାନ୍ତି? Read More »