ହାରି ନାହାନ୍ତି ମମତା
ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତି ଦୋହଲାଇ ଦେଇଛି କରୋନା ମହାମାରୀ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଜୀବନଜୀବିକା । ଉଜୁଡ଼ି ଯାଇଛି ଅନେକ ସଂସାର । ବ୍ୟବସାୟରେ କ୍ଷତି ସହି ଅନେକ ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି । କିନ୍ତୁ ଏଭଳି ଏକ ସଙ୍ଗୀନ ସ୍ଥିତିରେ ଆମ ସମାଜରେ ଏପରି କିଛି!-->…
Read More...
Read More...