ଜାଣିଶୁଣି ଖରାପ ପ୍ରଡକ୍ଟ ତିଆରି କରୁଛନ୍ତି ବଡ଼ ଇଲେକଟ୍ରୋନିକ୍ କମ୍ପାନୀ ? ୟୁରୋପରେ ଉଠିଲାଣି ରାଇଟ୍ ଟୁ ରିପାୟର ଦାବି
ଆପଣ ଗୋଟିଏ ମହଙ୍ଗା ମୋବାଇଲ କିମ୍ବା ଲାପଟପ କିଣନ୍ତି । କିନ୍ତୁ ବେଳେ ବେଳେ କିଣିବାର କିଛି ଦିନ ପରେ ଆପଣଙ୍କ ଦାମୀ ସାମଗ୍ରୀ ଖରାପ ହୋଇଯାଏ । ଏମିତିରେ ଆପଣଙ୍କ ପାଖରେ ତାକୁ ସଜାଡିବା କିମ୍ବା ପୁଣି ନୂଆ ମଡେଲ କିଣିବା ଛଡା ଆଉ କୌଣସି ବିକଳ୍ପ ନଥାଏ । ଯଦି ଆପଣ ସଜାଡିବାକୁ ଯାଆନ୍ତି ତେବେ!-->…
Read More...
Read More...