ଭଦ୍ରକ ଜିଲ୍ଲା

ଲୋକଙ୍କ ସେବାରେ ୪ ବନ୍ଧୁ

କରୋନା ସଂକ୍ରମିତଙ୍କ ଶେଷ ସାହାରା ସେମାନେ । ନିଷ୍ଠାପର ସେବା କରି ଜୀବନ ବଂଚାଉଥିବା ମଣିଷ ସେମାନେ । ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ଉଦ୍ଧାର କରିବାର ପଣ କରିଛନ୍ତି ଏହି ୪ ଉଦୀୟମାନ ଯୁବକ । ଲୋକଙ୍କ ସେବା କରୁ କରୁ ୪ ଯୁବକଙ୍କୁ ଭଲ ବନ୍ଧୁ କରିଦେଇଛି ମହାମାରୀ କରୋନା । ବୟସ ବେଶୀ ନୁହେଁ, କାହାର ୨୫, ତ କାହାର ୩୦ ବର୍ଷ, ହେଲେ କରୋନା ସହ ଲଢ଼େଇ ଭଳି ଗୁରୁ …

ଲୋକଙ୍କ ସେବାରେ ୪ ବନ୍ଧୁ Read More »

Shubham, india book of records, small vaccum cleaner, bhadrak district, odisha, rising odisha

ଚର୍ଚ୍ଚାରେ ଶୁଭମ୍‌ଙ୍କ ଛୋଟ ଭ୍ୟାକ୍ୟୁମ୍ କ୍ଲିନର

ପ୍ରତିଭା ଆଗରେ ହାରମାନେ ଦୁନିଆର ସବୁ ପ୍ରତିବନ୍ଧକ । ଏପରି ଏକ ବିରଳ ପ୍ରତିଭାର ଅଧିକାରୀ ମେଧାବୀ ଛାତ୍ରଙ୍କୁ ମିଳିଛି ପୃଥିବୀର କ୍ଷୁଦ୍ରତମ ଭ୍ୟାକ୍ୟୁମ କ୍ଲନର ତିଆରି କରିବାର ପ୍ରଶଂସା ପତ୍ର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଂଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀ ଛାତ୍ର ଛୋଟ ଛୋଟ ଭ୍ୟାକ୍ୟୁମ୍ କ୍ଲିନର ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି ଶୁଭମ୍ । ସଫଳତା ପାଇଁ ପରିବାର ଲୋକ ବେଶ …

ଚର୍ଚ୍ଚାରେ ଶୁଭମ୍‌ଙ୍କ ଛୋଟ ଭ୍ୟାକ୍ୟୁମ୍ କ୍ଲିନର Read More »

RSS
Follow by Email
Scroll to Top
Close Bitnami banner
Bitnami